ବଂଶୀ ବଟ Baṁṡī baṭa

  • ସଂ. ବି — ବୃନ୍ଦାବନର ଯମୁନା ନିକଟସ୍ଥ ବଟ ବୃକ୍ଷ; ଯେଉଁ ବଟ ବୃକ୍ଷ ମୂଳରେ ଶ୍ରୀକୃଷ୍ଣ ବଂଶୀ ବଜାଉ ଥିଲେ — A banyan tree said to be the tree under which Ṡrīkṛushṇa used to blow his flute
  • ସଂ. ବି — [ଦ୍ର—ବୃନ୍ଦାବନରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବର ଗଛକୁ ଲୋକେ ବଂଶୀବଟ ବୋଲି ନିର୍ଦ୍ଦେଶ ଦିଅନ୍ତି।]