ବଂଶ ବୃଦ୍ଧି Baṁṡa bṛuddhi

  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ବୃଦ୍ଧି) — ବଂଶର ଉନ୍ନତି — Improvement of a family
  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ବୃଦ୍ଧି) — ବଂଶର ବିସ୍ତାର; ସନ୍ତାନସନ୍ତତିଙ୍କ ସଂଖ୍ୟାବୃଦ୍ଧି — Increase of a family by additions or by births