ବଂଶ ପରମ୍ପରା Baṁṡa paramparā

  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ପରମ୍ପରା) — ବଂଶକ୍ରମ; ପୁରୁଷାନୁକ୍ରମ — Successive generations in a family