ବଂଶ ପରମ୍ପରାଗତ Baṁṡa paramparāgata

  • ସଂ. ବିଣ. ( 2 ୟା ତତ୍; ବଂଶପରମ୍ପରା+ଗତ; କିମ୍ବା 7 ମୀ ତତ୍; ବଂଶପରମ୍ପରା+ ଆଗତ) — ବଂଶ ପରମ୍ପରାକ୍ରମେ ଚଳି ଆସୁଥିବା (ରୀତି ବା ବିଷୟ) — (a custom) Observed or obtaining in a family from generation to generation