ବଂଶ ନିପାତ Baṁṡa nipāta

  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ନିପାତ) — ସମୂଳ ବିନାଶ — Eradication
  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ନିପାତ) — କୌଣସି ବଂଶର ସମସ୍ତ ଜୀବଙ୍କର ହତ୍ୟା ବା ବିଲୋପ — The destruction or extinction of species