ବଂଶ ଚରିତ Baṁṡa charita

  • ସଂ. ବି. ( 6 ଷ୍ଠୀ ତତ୍; ବଂଶ+ଚରିତ) — କୌଣସି କୁଳରେ ଜାତ ବ୍ୟକ୍ତିମାନଙ୍କ ଜୀବନ ବୃତ୍ତାନ୍ତ; ବଂଶର ଇତିହାସ — The history of a family
  • ବିଣ. — ବଂଶର ବ୍ୟକ୍ତିମାନଙ୍କଦ୍ୱାରା ଆଚରିତ (ରୀତି) — (practice) Followed by the members of a family