ବଂଶ ଚରିତ୍ର Baṁṡa charitra

  • ସଂ. ବି.—( 6 ଷ୍ଠୀ ତତ୍; ବଂଶ+ଚରିତ୍ର) — କୌଣସି ବଂଶଜାତ ବ୍ୟକ୍ତିଙ୍କର ଆଚରଣ — The general character of the members of a family
  • ସଂ. ବି.—( 6 ଷ୍ଠୀ ତତ୍; ବଂଶ+ଚରିତ୍ର) — କୌଣସି ବଂଶର ଧାରାବାହିକ ବିଶିଷ୍ଟତା — The traditional characteristic of a family
  • ଗ୍ରା. ବି. — ବଂଶ ଚରିତ (ଦେଖ) — Baṁṡa charita (See)