ବଂଶ କ୍ଷୟ Baṁṡa kshaya
- ସଂ. ବି. ( 6 ଷ୍ଠୀ ତତ୍; ବଂଶ+କ୍ଷୟ) — କୌଣସି ପଦାର୍ଥର ସମୂଳ ବିନାଶ — Eradication
- ସଂ. ବି. ( 6 ଷ୍ଠୀ ତତ୍; ବଂଶ+କ୍ଷୟ) — ବଂଶର ବିନାଶ; ପରିବାରସ୍ଥ ସମସ୍ତ ବ୍ୟକ୍ତିମାନଙ୍କର ମୃତ୍ୟୁ; ପରିବାରରେ ଆଉ କେହି ବଞ୍ଚି ନ ରହିବା ଅବସ୍ଥା — Death of all the members of a family; extinction of a family; extinction of a species