ବଂଶ କ୍ରମ Baṁṡa krama
- ସଂ. ବି—( 6 ଷ୍ଠୀ ତତ୍; ବଂଶ+କ୍ରମ) — ବଂଶପରମ୍ପରା; ପୁରୁଷାନୁକ୍ରମ; ଧାରାବାହିକ ବଂଶଧରଗଣ — A family from generation to generation successive generations
- ସଂ. ବି—( 6 ଷ୍ଠୀ ତତ୍; ବଂଶ+କ୍ରମ) — ବଂଶଧରମାନଙ୍କ ଧାରାବାହିକ ଉଲ୍ଲେଖ — Genealogy
- ସଂ. ବି—( 6 ଷ୍ଠୀ ତତ୍; ବଂଶ+କ୍ରମ) — କୃସିନାମା; ବଂଶବୃକ୍ଷ — A genealogical tree; pedigree