ଫ Pha

  • ସଂ. ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) — (+ଭାବ. ଅ) ସ୍ଫୀତି; ଫୁଲି ଉଠିବା — Swelling; expansion
  • ସଂ. ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) — (+କର୍ତ୍ତୃ. ଅ)— ଝଞ୍ଜାବାତ; ଝଟିକା; ଝଡ଼ — Tempest; gale
  • ସଂ. ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) — (+ଭାବ. ଅ) ଜୃମ୍ଭଣ; ହାଇ — Yawning
  • ସଂ. ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) — ଫଳବତ୍ତା; ଉର୍ବରତା — Fruitfulness; fertility
  • ସଂ. ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) — (ଫକ୍କ୍ ଧାତୁ=ବିକଳ ହେବା+ଭାବ ବା କରଣ. ଅ)— କଟୁଭାଷଣ; କର୍କଶ ବାକ୍ୟ — Harsh speech
  • ସଂ. ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) — ଫୁତ୍କାର; ଫୁଙ୍କିବା — Blowing air through the mouth; whiffing
  • ସଂ. ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) — ନିଷ୍ଫଳ ବା ନିରର୍ଥକ ବାକ୍ୟ — Nonsensical words