ଫଡ଼ା ତଉଜି Phaṟḍ̠ā tauji

  • ଦେ. ବି. — (କଚିରିଆ) କଲେକ୍ଟରଙ୍କ ରେଜିଷ୍ଟରୀରେ ଏକ ତଉଜି ଅନ୍ତର୍ଗତ ଜମିଦାରିରୁ ଅଂଶ ପୃଥକ କରି ନିଆ ଯାଇଥିବା ବିଭାଗ; ପୃଥକ୍ ତଉଜି — Separate account opened in the Collector's register in respect of a portion of a zamindary by marking it with a separate serial number