ଫୋପଡ଼ାଇବା Phopaṟḍ̠āibā

  • ଦେ. କ୍ରି — (ଫୋପାଡ଼ିବା କ୍ରିୟାର ଣିଜନ୍ତରୂପ — The causative form of Phopāṟḍ̠ibā.)
  • ଦେ. କ୍ରି — ନିକ୍ଷିପ୍ତ କରାଇବା — To cause to be thrown
  • ଦେ. କ୍ରି — ତଳେ ପକାଇବା — To throw down; to bring down to the ground
  • ଦେ. କ୍ରି — ଫୋପାଡ଼ିବା; ଫିଙ୍ଗିବା; ନିକ୍ଷେପ କରିବା — To throw