ଫୋପଡ଼ା ଫୋପଡ଼ି Phopaṟḍ̠ā phopaṟḍ̠i

  • ଦେ. ବି — ଫିଙ୍ଗାଫିଙ୍ଗି; ଇତସ୍ତତଃ ଫିଙ୍ଗିବା — Scattering about
  • ଦେ. ବି — ପରସ୍ପରକୁ (ଟେକାଆଦି) ଫିଙ୍ଗିବା — Throwing (of stones) at each other
  • ବିଣ — ଇତସ୍ତତଃ ବିକ୍ଷିପ୍ତ — Scattered about
  • ବିଣ — ପରସ୍ପରକୁ (ଟେକାଆଦି) ଫିଙ୍ଗୁଥିବା — Throwing (stones) at each other