ଫୋପଡ଼ ମାରିବା

  • ଦେ. କ୍ରି — ଗଛରେ ଥିବା ଫଳକୁ ବା ଉଚ୍ଚ ସ୍ଥାନରେ ଅବସ୍ଥିତ କୌଣସି ଜନ୍ତୁକୁ ଲକ୍ଷ୍ୟ କରି ମୋଟ ଓ ଛୋଟ ଠେଙ୍ଗଣୀ ଫିଙ୍ଗିବା।