ଫୋପାଡ଼ିବା Phopāṟḍ̠ibā

  • ଦେ. କ୍ରି. (ସଂ. ପ୍ର+ କ୍ଷିପ୍ ଧାତୁ) — ଦୂରକୁ ଫିଙ୍ଗିବା; ନିକ୍ଷେପ କରିବା — To throw away
  • ଦେ. କ୍ରି. (ସଂ. ପ୍ର+ କ୍ଷିପ୍ ଧାତୁ) — ତଳକୁ ପକାଇବା — To fell; to throw down