ଫୋପରା Phoparā

  • ଦେ. ବି. (ସଂ. ପୋଲ; ପୁଲାକ= ଶୂନ୍ୟଗର୍ଭ ଧାନ; ଅଗାଡ଼ି) — କ୍ଷୟପ୍ରାପ୍ତ; ଜୀର୍ଣ୍ଣ — Decayed
  • ଦେ. ବି. (ସଂ. ପୋଲ; ପୁଲାକ= ଶୂନ୍ୟଗର୍ଭ ଧାନ; ଅଗାଡ଼ି) — ଖତରା; ପୋରିହା — Worn out; moth-eaten
  • ଦେ. ବି. (ସଂ. ପୋଲ; ପୁଲାକ= ଶୂନ୍ୟଗର୍ଭ ଧାନ; ଅଗାଡ଼ି) — ବହୁ ଛିଦ୍ର ଯୁକ୍ତ — Having holes; spongy
  • ଦେ. ବି. (ସଂ. ପୋଲ; ପୁଲାକ= ଶୂନ୍ୟଗର୍ଭ ଧାନ; ଅଗାଡ଼ି) — ଶୂନ୍ୟଗର୍ଭ; ଫମ୍ପା; ଫୋଲା — Hollow; empty
  • ଦେ. ବି. (ସଂ. ପୋଲ; ପୁଲାକ= ଶୂନ୍ୟଗର୍ଭ ଧାନ; ଅଗାଡ଼ି) — ଅସାର — Unsubstantial