ଫୋଡ଼େଇବା Phoṟḍ̠eibā

  • ଦେ. କ୍ରି. (ସଂ. ସ୍ଫୋଟନ; ପ୍ରା. ଫୋଡ଼ନ) — (ଫୋଡ଼ିବା କ୍ରିୟାର ଣିଜନ୍ତରୂପ — The causative form of Phoṟḍ̠ibā)
  • ଦେ. କ୍ରି. (ସଂ. ସ୍ଫୋଟନ; ପ୍ରା. ଫୋଡ଼ନ) — ଅନ୍ୟଦ୍ୱାରା ଫୋଡ଼ିବା କ୍ରିୟା କରାଇବା — To cause to be drilled or bored