ଫୋକଟ୍ Phokaṭ

  • ଦେ. ବିଣ. (ସଂ. ସ୍ଫୋଟ ବା ସଂ. ବଳ୍ମଳ ହି. ଶ.) — ମୋଫତ; ମାଗଣା; ବିନା ମୂଲ୍ୟରେ ମିଳିବା (ବସ୍ତୁ) — Got gratis; gratuitous
  • ଦେ. ବିଣ. (ସଂ. ସ୍ଫୋଟ ବା ସଂ. ବଳ୍ମଳ ହି. ଶ.) — ପାରିଶ୍ରମିକ ବିନା କୃତ (କର୍ମ) — Done gratis
  • ଦେ. କ୍ରି. ବିଣ — ବିନା ମୂଲ୍ୟରେ — Gratis