ଫେଲ୍ କରିବା Phel karibā

  • ଦେ. କ୍ରି. — ପରୀକ୍ଷାରେ ଛାତ୍ରକୁ କମ୍ ନମ୍ବର ଦେଇ ଅକୃତକାର୍ଯ୍ୟ କରାଇବା — Not to award pass marks to an examinee
  • ଦେ. କ୍ରି. — ବ୍ୟବସାୟରେ କ୍ଷତିଗ୍ରସ୍ତ କରାଇବା — To cause a person to fail in a business