ଫେର୍ ଫେରୁଆ Pher pheruā

  • ଦେ. ବି. (ବଣିଆ ଶବ୍ଦ) — ସୁନା ବା ରୂପାର ତାରକସି କାମରେ କେତେକ ଖୋଲା ସ୍ଥାନକୁ ପୂରଣ କରିବା ଲାଗି ତାରକୁ ପରସ୍ତକୁ ପରସ୍ତ ଗୁଡ଼େଇ ସେହି ଖୋଲା ସ୍ଥାନରେ ଦିଆଯିବା କୁଣ୍ଡଳ — Coils of wire put into blank spaces in a gold or silver filigree work