ଫେର୍ ଫାର୍ Pher phār
- ଦେ. ବି — ହେର୍ ଫେର୍; ଉଲଟ ପାଲଟ; ଲେଉଟ ପାଉଟ — Transposition
- ଦେ. ବି — ପୁନଃ ପୁନଃ ପ୍ରତ୍ୟାବର୍ତ୍ତନ — Repeatedly coming back
- ଦେ. ବି — ପୁନଃ ପୁନଃ ଯିବା ଆସିବା ବା ବୁଲିବା; ଚାଲବୁଲ — Roving; walking to and fro
- ଦେ. ବି — ଖାଲି ମକୁନ୍ଦା ଫେର୍ ଫାର୍ ଦୋହରି ପଇସା ଅଣ୍ଟାରେ ମାର୍—ଢଗ।
- ଦେ. ବି — ଆଦାନ ପ୍ରଦାନ — Giving and taking
- ଦେ. ବି — ପରିବର୍ତ୍ତନ କରାଇବା; ଫେରାଇବା — Act of returning or changing
- ଦେ. ବି — ପରିବର୍ତ୍ତନ — Change
- ଦେ. ବି — ଅଦଳ ବଦଳ; ବିନିମୟ; ବଦଳ — Exchange; barter
- ଦେ. ବି — ପେଁଚ ପାଁଚ; ମାୟା; ଛନ୍ଦ; କୂଟ କୌଶଳ — Wile; stratagem; artifice
- ଦେ. ବି — ଟାଳ ଟୁଳ; ଟାଳମଟୁଳ — 2. Repeated putting off on various excuses
- ବିଣ — ପୁନଃ ପୁନଃ ଯିବା ଆସିବା କରୁଥିବା — Repeatedly coming and going