ଫୂର୍ତ୍ତି Phūrtti
- ଦେ. ବି (ସଂ. ସ୍ଫୂର୍ତ୍ତି) — ତେଜ — Sprightliness; energy
- ଦେ. ବି (ସଂ. ସ୍ଫୂର୍ତ୍ତି) — ଉଲ୍ଲାସ; ମଉଜ; ଆନନ୍ଦ — Exhilaration; merriment
- ଦେ. ବି (ସଂ. ସ୍ଫୂର୍ତ୍ତି) — ଚତୁରତା; ଚାଞ୍ଚଲ୍ୟ — Activity; briskness
- ଦେ. ବି (ସଂ. ସ୍ଫୂର୍ତ୍ତି) — ବେଗ; ତତ୍ପରତା — Promptness
- ଦେ. ବି (ସଂ. ସ୍ଫୂର୍ତ୍ତି) — ଶୀଘ୍ରତା; ତ୍ୱରା — Quickness; haste
- ଦେ. ବି (ସଂ. ସ୍ଫୂର୍ତ୍ତି) — ସ୍ଫୂର୍ତ୍ତି; ସ୍ଫୁରଣ — Finding expression
- ଦେ. ବି (ସଂ. ସ୍ଫୂର୍ତ୍ତି) — ଆମୋଦ; ମନର ଆନନ୍ଦ — Buoyancy of spirits
- ବିଣ — ତେଜୀୟାନ୍ — Energetic; sprightly
- ବିଣ — ଉଲ୍ଲସିତ — Exhilarated; overjoyed
- ବିଣ — ଚଲାକ; ଚଞ୍ଚଳ — Active; nimble; brisk
- ବିଣ — ତତ୍ପର — Prompt
- ବିଣ — ତ୍ୱରିତ — Quick; hasty