ଫୂତ୍କାର Phūtkāra
- ସଂ. ବି. (ଫୁତ୍+କୃ ଧାତୁ+ଭାବ. ଅ) — ଫୁଙ୍କିବା — Blowing of air through the mouth
- ସଂ. ବି. (ଫୁତ୍+କୃ ଧାତୁ+ଭାବ. ଅ) — ଫୁଁ ଫୁଁ ଶବ୍ଦ; ଫଫୁକାର; ଫଁ ଫଁ ଶବ୍ଦ — Hissing sound
- ସଂ. ବି. (ଫୁତ୍+କୃ ଧାତୁ+ଭାବ. ଅ) — ଧିକ୍କାର; ଘୃଣା ପ୍ରଦର୍ଶନ — Arrogance; showing contempt or disdain