ଫୁସୁଲାଇବା Phusulāibā
- ଦେ. କ୍ରି. (ସଂ. ପ୍ର+ସରଣ=ପ୍ରବୃତ୍ତ ହେବା) — କୋମଳ କଥା ଦ୍ୱାରା ଭୁଲାଇବା; ଭଣ୍ଡାଇବା — To coax; to cajole; to wheedle
- ଦେ. କ୍ରି. (ସଂ. ପ୍ର+ସରଣ=ପ୍ରବୃତ୍ତ ହେବା) — ଅଳପାଇସିଆ ଗାଁ ଲୋକେ ତାକୁ ଫୁସୁଲେଇଲେ ଶୁଣିବାକୁ ହେବ ନାହିଁ। ଫକୀରମୋହନ. ଗଳ୍ପସ୍ୱଳ୍ପ।
- ଦେ. କ୍ରି. (ସଂ. ପ୍ର+ସରଣ=ପ୍ରବୃତ୍ତ ହେବା) — ପ୍ରଲୋଭନ ଦେଖାଇବା — To inveigle; to seduce; to entice