ଫୁଲ୍ସ୍ଟପ୍ Phul-s-ṭap

  • ବୈଦେ. ବି. (ଇଂ) — ପୂର୍ଣ୍ଣଚ୍ଛେଦ; ସମାପ୍ତ ବାକ୍ୟ ପରେ ବ୍ୟବହୃତ ଚ୍ଛେଦ ଚିହ୍ନ — Fullstop
  • ବୈଦେ. ବି. (ଇଂ) — [ଦ୍ର—ଭାଷାରେ ଏହା ଗୋଟିଏ ଦଣ୍ଡାୟମାନ ରେଖା, ମାତ୍ର ଇଂରାଜିରେ ଏହା ଗୋଟିଏ ବିନ୍ଦୁ।]