ଫୁଲ୍ସ୍କାପ୍ Phuls-kāp

  • ବୈଦେ. ବି. (ଇଂ) — ଦୁଷ୍ଟ ଛାତ୍ରମାନଙ୍କୁ ଦଣ୍ଡ ଓ ଲଜ୍ଜା ଦେବା ନିମନ୍ତେ ପିନ୍ଧାଇବା ଅପମାନସୂଚକ ଟୋପି; ଗଧ ଟୋପି — A ludicrous cap which a wicked student is made to put on as an insulting punishment
  • ବୈଦେ. ବି. (ଇଂ) — 16 ଇଞ୍ଚ x 13 ଇଞ୍ଚ ଆକାରର କାଗଜ — 16ଇଞ୍ଚ x13ଇଞ୍ଚ ଆକାରର କାଗଜ— . Foolscap paper
  • ବୈଦେ. ବି. (ଇଂ) — [ଦ୍ର—ଏହାର ଫର୍ଦ୍ଦକୁ ମଝିରୁ ଠିଆ ବାଗରେ ଭଙ୍ଗିଦେଲେ ପ୍ରତି ଫାଳର ଆକାର 8 ଇଞ୍ଚ x 13 ଇଞ୍ଚ ହୁଏ।] — [ଦ୍ର—ଏହାର ଫର୍ଦ୍ଦକୁ ମଝିରୁ ଠିଆ ବାଗରେ ଭଙ୍ଗିଦେଲେ ପ୍ରତି ଫାଳର ଆକାର8ଇଞ୍ଚ x13ଇଞ୍ଚ ହୁଏ]