ଫୁଲ୍ ବେଞ୍ଚ୍ Phul ben̄ch
- ବୈଦେ. ବି. (ଇଂ) — ହାଇକୋଟ୍ରେ କୌଣସି ଜଟିଳ ପ୍ରଶ୍ନର ମୀମାଂସା ନିମନ୍ତେ ଦୁଇରୁ ଅଧିକ ନିର୍ଦ୍ଦିଷ୍ଟସଂଖ୍ୟକ ଜଜ୍ମାନଙ୍କର ବୈଠକ — Full bench
- ବୈଦେ. ବି. (ଇଂ) — (ଲକ୍ଷଣାର୍ଥ, ବ୍ୟଙ୍ଗ) ସମସ୍ତ ସଙ୍ଗୀମାନଙ୍କର ଏକତ୍ର ବୈଠକ — (Figurative and ironical). A full meeting of all boon compainions