ଫୁଲୌରି Phulauri

  • ଦେ. ବି. — ତେଲ ବା ଘିଅରେ ଛଙ୍କା ହୋଇ ତିଆରି ହୋଇଥିବା ଛୋଟ ଛୋଟ ବଡ଼ା ବା ବରା; ପକୌଡ଼ି — Lentil-paste-cake fried in oil or ghee
  • ଦେ. ବି. — ପୁଷ୍ପବାସିତ ତୈଳ — Floral oil
  • ଦେ. ବି. — ଫୁଲୁରି ଫୁଲତ ବିଷ; ଉଲୁରି ଅଛି ଅନିଶ କଙ୍କତିକାର ସ୍ପରଶ, ରଙ୍କତ ହେଲାଣି କେଶ। ପ୍ରାଚୀନ. ସଙ୍ଗୀତ।
  • ବିଣ — ଫୁଲରୁ ତିଆରି ହୋଇଥିବା — Made or extracted from flower; floral
  • ବିଣ — (ଯଥା—ଫୁଲୁରି ତେଲ)
  • ବିଣ — ପୁଷ୍ପବାସିତ — Scented with flowers