ଫୁଲେଈ Phuleī

  • ଦେ. ବିଣ. ସ୍ତ୍ରୀ — (ଗାଳିରେ ବ୍ୟବହୃତ) ଗର୍ବିତା (ସ୍ତ୍ରୀ) — Proud (woman); haughty
  • ଦେ. ବିଣ. ସ୍ତ୍ରୀ — ଯେ (କ୍ରୋଧ, ଘୃଣା, ଗର୍ବରେ) ନାକ ବା ମୁହଁ ଫୁଲାଏ — Puffing up one's nostrils in disdain, pride or anger