ଫୁଲୁରା ମାଳୀ Phulurā māḻī

  • ଦେ. ବି. (ସଂ. ଫୁଲ୍ଲ+ମାଳାକାର) — ଯେଉଁ ମାଳୀ ଫୁଲ ବଗିଚା କରେ — Flower gardener
  • ଦେ. ବି. (ସଂ. ଫୁଲ୍ଲ+ମାଳାକାର) — ଯେଉଁ ମାଳି ଫୁଲ ବିକେ — Florist