ଫୁଲିବା Phulibā

  • ଦେ. କ୍ରି.—(ସଂ. ସ୍ଫାୟ ଧାତୁ) — ସ୍ଫୀତ ଦେବା — To be swollen; to swell
  • ଦେ. କ୍ରି.—(ସଂ. ସ୍ଫାୟ ଧାତୁ) — ମୋଟା ହେବା — To become large or fat
  • ଦେ. କ୍ରି.—(ସଂ. ସ୍ଫାୟ ଧାତୁ) — ଗର୍ବସ୍ଫୀତ ହେବା; ଅତି ଗର୍ବିତ ହେବା — To become very proud or arrogant
  • ଦେ. କ୍ରି.—(ସଂ. ସ୍ଫାୟ ଧାତୁ) — ଫୁଲୁଅଛୁଁ କେତେ ଦେଖାଇ ନିରତେ ଇନ୍ଦ୍ର କୋଦଣ୍ଡ ଖଣ୍ଡକୁ। କବିସୂର୍ଯ୍ୟ ସଙ୍ଗୀତ।
  • ଦେ. କ୍ରି.—(ସଂ. ସ୍ଫାୟ ଧାତୁ) — (ଫୁଲିଯିବା—ଅନ୍ୟରୂପ)
  • ଦେ. କ୍ରି.—(ସଂ. ସ୍ଫାୟ ଧାତୁ) — (ଗର୍ବ, ମଦ, ରାଗ ବା ଆନନ୍ଦରେ) ଉଲ୍ଲସିତ ବା ଉତ୍ଫୁଲ୍ଲ ହେବା — 1. To be overjoyed. to start up (as with anger or joy.)
  • ଦେ. କ୍ରି.—(ସଂ. ସ୍ଫାୟ ଧାତୁ) — ଫୁଲିଗଲି ମୁଁ ଚାଟୁ ଶୁଣି ମଦରେ। କବିସୂର୍ଯ୍ୟ. ରତ୍ନାକର ଚମ୍ପୂ. ଫ. ଗୀତ।