ଫୁଲିତ Phulita

  • ଦେ. ବିଣ — ଫୁଲିଥିବା — Swollen
  • ଦେ. ବିଣ — ପ୍ରଖର ଶ୍ୱାସ ଶ୍ୱସନ ଫୁଲିତ ନାଶା ଦଶନ— ବସନେ ସ୍ଥିତ ଦର୍ଶନ କୃତ ଦଂଶନ—ଭଞ୍ଜ. ପ୍ରେମସୁଧାନିଧି।