ଫୁଲବେଞ୍ଚ୍ ନଜିର୍ Phul- ben̄ch najir

  • ବୈଦେ. ବି. (ଇଁ. ଫୁଲବେଞ୍ଚ୍+ଆ. ନଜିର୍) — ହାଇକୋଟ୍ର ଫୁଲ୍ବେଞ୍ଚ୍ ଦ୍ୱାରା ମୀମାଂସିତ ମକଦ୍ଦମାର ରାୟ, ଯାହା କି ନିମ୍ନ ଅଦାଲତରେ ଓକିଲମାନେ ଅନ୍ୟ ମକଦ୍ଦମାର ପୋଷକତାରେ ପ୍ରାମାଣିକ ମୀମାଂସାରୂପେ ଦର୍ଶାନ୍ତି — Full bench ruling