ଫୁଲବୁଡ଼ାଖିଆ Phulabuṟḍ̠ākhiā

  • ପ୍ରାଦେ. (ଗଡ଼ଜାତ ଓ ଗଞ୍ଜାମ) ବି — ଏକପ୍ରକାର ପୁଷ୍ପଗନ୍ଧଯୁକ୍ତ ମଦ; (ଏ ମଦରେ ଫୁଲ ବୁଡ଼ାଇ ଖାଇବାକୁ ହୁଏ) — A kind of wine scented with flowers