ଫୁଲବରଣା Phulabaraṇā

  • ଦେ. (ପଦ୍ୟ) ବିଣ. ସ୍ତ୍ରୀ—(ସଂ. ଫୁଲ୍ଲ+ବର୍ଣ୍ଣ; ଫୁଲ ପରି ବର୍ଣ୍ଣ ଯାହାର) — ସୁନ୍ଦରୀ — Very beatiful (as a flower)
  • ଦେ. (ପଦ୍ୟ) ବିଣ. ସ୍ତ୍ରୀ—(ସଂ. ଫୁଲ୍ଲ+ବର୍ଣ୍ଣ; ଫୁଲ ପରି ବର୍ଣ୍ଣ ଯାହାର) — ତୋଳି ନେଲା ଗଡ଼ି ଯାଉଥିବା ଫୁଲ ଫୁଲବରଣା—ରାଧାନାଥ. ଉଷା।