ଫୁଲଚୁଇଁ Phula chuiñ

  • ଦେ. ବି—(ସ. ଫୁଲ୍ଲ+ଶୋଷୀ) — ଶାଖାଶ୍ରୟୀ ବର୍ଗର ପୁଷ୍ପମଧୁପାୟୀ କ୍ଷୁଦ୍ର ପକ୍ଷିବିଶେଷ — The honey sucker; the humming bird
  • ଦେ. ବି—(ସ. ଫୁଲ୍ଲ+ଶୋଷୀ) — ନିଆଳୀ—ବିଳାଶୀ ଚୋରା ବସନ୍ତକୁ ମନେ ଯଥା ଫୁଲଚୁଇଁ। ରାଧାନାଥ. ଯଯାତି।
  • ଦେ. ବି—(ସ. ଫୁଲ୍ଲ+ଶୋଷୀ) — [ଦ୍ର—ଏ ପକ୍ଷୀର ଥଣ୍ଟ ସରୁଆ ଓ ଦୁଇଆଙ୍ଗୁଳ ଲମ୍ବ। ଏହାର ଶରୀର 3।4 ଆଙ୍ଗୁଳ ମାତ୍ର ଲମ୍ବ; ବର୍ଣ୍ଣ ନେଳି ମିଶା କଳା; ଏ ପକ୍ଷୀ ଗୁଣୁଗୁଣୁ ଶବ୍ଦ କରି ଫୁଲ ମଧ୍ୟରେ ଥଣ୍ଟ ପୂରାଇ ଫୁଲରୁ ମହୁ ଶୋଷେ। ବସନ୍ତ ପ୍ରାରମ୍ଭରେ ପୁଷ୍ପିତ ବୃକ୍ଷରେ ବସି ଏ ପକ୍ଷୀ ଚୁଇଁ ଚୁଇଁ ରାବ କରେ।] — [ଦ୍ର—ଏ ପକ୍ଷୀର ଥଣ୍ଟ ସରୁଆ ଓ ଦୁଇଆଙ୍ଗୁଳ ଲମ୍ବ ଏହାର ଶରୀର34ଆଙ୍ଗୁଳ ମାତ୍ର ଲମ୍ବ; ବର୍ଣ୍ଣ ନେଳି ମିଶା କଳା; ଏ ପକ୍ଷୀ ଗୁଣୁଗୁଣୁ ଶବ୍ଦ କରି ଫୁଲ ମଧ୍ୟରେ ଥଣ୍ଟ ପୂରାଇ ଫୁଲରୁ ମହୁ ଶୋଷେ ବସନ୍ତ ପ୍ରାରମ୍ଭରେ ପୁଷ୍ପିତ ବୃକ୍ଷରେ ବସି ଏ ପକ୍ଷୀ ଚୁଇଁ ଚୁଇଁ ରାବ କରେ]