ଫୁଲ ସଞ୍ଜ Phula san̄ja

  • ଦେ. ବି — ସନ୍ଧ୍ୟାର ଆରମ୍ଭ ଅବସ୍ଥା; ମୁହଁ ସନ୍ଧ୍ୟା — Dusk
  • ଦେ. ବି — ଚାରି ଛମାସ ଉତ୍ତାରେ ଦିନେ ଫୁଲସ଼ଞ୍ଜ ସମୟରେ ଫକୀରମୋହନ. ଗଳ୍ପସ୍ୱଳ୍ପ।