ଫୁଲ ଶାଗୁଣା Phula ṡāguṇā

  • ଦେ. ବି (ସଂ. ଫୁଲ୍ଲ+ଶାକୁନୀ) — ଗୃଧ୍ରସ୍ତ୍ରୀ; ମାଈ ଶାଗୁଣା — A female vulture
  • ଦେ. ବି (ସଂ. ଫୁଲ୍ଲ+ଶାକୁନୀ) — [ଦ୍ର—ଏହାର ଗଳାଦେଶ ସଂଲଗ୍ନ ମାଂସଥଳି ମନ୍ଦାର ଫୁଲ ପରି ନାଲି ଦେଖାଯିବାରୁ ଏହାର ଏହି ନାମ ହୋଇଅଛି।]