ଫୁଲ ଶଯ୍ୟା Phula ṡaj̄yā

  • ଦେ. ବି. (ସଂ. ଫୁଲ୍ଲ+ଶଯ୍ୟା) — ଫୁଲଦ୍ୱାରା ପ୍ରସ୍ତୁତ ବା ପୁଷ୍ପବିସ୍ତୃତ ଶଯ୍ୟା — A bed strewn with flowers
  • ଦେ. ବି. (ସଂ. ଫୁଲ୍ଲ+ଶଯ୍ୟା) — ମଧୁଶଯ୍ୟା; ମହୁଶଯ୍ୟା; ବିବାହିତ ଦମ୍ପତିର ବିବାହର ପ୍ରଥମ ସପ୍ତାହ ରାତିରେ ଏକତ୍ର ଶୟନ କରିବା ବିଛଣା — The Marriage bed; the bed on which the married couple sleep during the first week of marriage