ଫୁଲ ରାଣୀ Phula rāṇī

  • ଦେ. ବି. (ଫୁଲ ମଧ୍ୟରେ ରାଣୀ) — ପଦ୍ମ — Lotus
  • ଦେ. ବି. (ଫୁଲ ମଧ୍ୟରେ ରାଣୀ) — ସୁକୁମାରୀ ଫୁଲ— ରାଣୀ ସଙ୍ଗୀ ଭୃଙ୍ଗ ଅଭ୍ରଅଙ୍କଯୋଗ୍ୟା ସେ ସୌଦାମିନୀ। ନନ୍ଦକିଶୋର. କୃଷ୍ଣକୁମାରୀ।
  • ପ୍ରାଦେ. (ଗଡ଼ଜାତ) ବି — ଫୁଲ ବିବାହୀ (ଦେଖ) — Phula bibāhī (See)