ଫୁଲ ବିବାହ Phula bibāha

  • ଦେ. ବି—ସଂ. (ଫୁଲ୍ଲ+ବିବାହ) — ଫୁଲମାଳା ଦେଇ ପତ୍ନୀ ଗ୍ରହଣ କରିବା ପ୍ରଥା — To take a woman as one's wife by the formal offering of a flower garland
  • ଦେ. ବି—ସଂ. (ଫୁଲ୍ଲ+ବିବାହ) — [ଦ୍ର—କ୍ଷତ୍ରିୟଙ୍କର ପ୍ରଥାନୁସାରେ ବିବାହ ବେଦୀରେ କନ୍ୟାପିତା କନ୍ୟା ସାଙ୍ଗରେ ଗୋଟିଏ ସମବୟସ୍କା ଦାସୀ ଦିଅନ୍ତି। ବରଂ କନ୍ୟାକୁ ଗ୍ରହଣ କରିବା ସମୟରେ ଏ ଦାସୀକୁ ମଧ୍ୟ (ଫୁଲମାଳା ଦେଇ ପତ୍ନୀରୂପେ) ଗ୍ରହଣ କରନ୍ତି। ଏ ଦାସୀର ପରିବାର ମଧ୍ୟରେ ସ୍ଥାନ ଅନ୍ୟାନ୍ୟ ଦାସୀଙ୍କଠାରୁ ଉଚ୍ଚତର। (ଜଗବନ୍ଧୁ ପ୍ରାଚୀନ ଉତ୍କଳ)]