ଫୁଲ ଗୁଣା Phula guṇā
- ଦେ. ବି — ନାକର 'ଡାହାଣ ପୁଡ଼ାରେ ପିନ୍ଧାଯିବା ଏକପ୍ରକାର ଗୁଣା — A nose ornament worn on the right side of the nose (with a flower-like bulb on the top.)
- ଦେ. ବି — ବାଘସିଂହଙ୍କ ଦାଣ୍ଡଦୁଆର କବାଟ ଫାଙ୍କରୁ ଫୁଲଗୁଣା ବସଣୀ ସହିତ ଦୁଇ ତିନିଗୋଟି ନାସିକା ଦୃଷ୍ଟ ହେଲା। ଫକୀରମୋହନ, ଛମାଣ ଆଠଗୁଣ୍ଠ।