ଫୁଲ କାଟିବା Phula kāṭibā
- ଦେ. କ୍ରି. (ସଂ. ଫୁଲ୍ଲ+କର୍ତ୍ତନ) — କୃତ୍ରିମ ପୁଷ୍ପ ରଚନା କରିବା — To make artificial flowers
- ଦେ. କ୍ରି. (ସଂ. ଫୁଲ୍ଲ+କର୍ତ୍ତନ) — ପୁଷ୍ପର ଚିତ୍ର ଅଙ୍କନ କରିବା — To draw figures resembling flowers
- ଦେ. କ୍ରି. (ସଂ. ଫୁଲ୍ଲ+କର୍ତ୍ତନ) — ନବଜାତ ଶିଶୁର ନାଭି ସଙ୍ଗେ ନାଡ଼ଦ୍ୱାରା ସଂଯୁକ୍ତ ଫୁଲକୁ କାଟି ଦେବା — To separate the placenta from the navel-string of a new-born infant