ଫୁଲ କସି Phula kasi

  • ଦେ. ବି. (ସଂ. ଫୁଲ୍ଲ+କଷାୟ) — ଏକାଗଛରେ ଧରିଥିବା ଫୁଲ ଓ କସି ବା ଛୋଟ ଫଳ — Flowers and very young fruits growing at the same time in a tree
  • ଦେ. ବି. (ସଂ. ଫୁଲ୍ଲ+କଷାୟ) — ଅତି ଛୋଟ ଫଳ — Very young fruits, just passing out of the flower stage
  • ଦେ. ବି. (ସଂ. ଫୁଲ୍ଲ+କଷାୟ) — (ଯଥା—ଏ ଗଛରେ ଲଙ୍କାମରିଚ ଫୁଲ କସି ଧରିଅଛି।)