ଫୁଲ ଆଲଟ Phula ālaṭa

  • ଦେ. ବି — ଫୁଲର ଚିତ୍ରଥିବା ବା ଉପରେ ସ୍ୱାଭାବିକ ବା କୃତ୍ରିମ ଫୁଲ ଲଗାଯାଇ ଥିବା ଆଲଟ ବା ଚାମର — A fan adorned or set with flowers or floral designs on cloth or floral paintings
  • ଦେ. ବି — ଫୁଲ ପଙ୍ଖା ଫୁଲ ଆଲଟ ଚାମର ଫୁରୁଣାରେ ଧରି ନର। ଦୀନକୃଷ୍ଣ. ଜଗମୋହନ।
  • ଦେ. ବି — (ଯଥା—ଏହିପରି ଫୁଲ ପଙ୍ଖା, ଫୁଲ ବିଞ୍ଚଣା ଶବ୍ଦମାନ ହୁଏ।)