ଫୁରୁ ଫୁରୁ Phuru phuru

  • ଦେ. ଅ (ଧ୍ୱନ୍ୟନୁକରଣ) — ପତଳା ଲୁଗା ଆଦି ଚିରି ଯିବାର ଶବ୍ଦ — The sound of tearing a cloth
  • ଦେ. ଅ (ଧ୍ୱନ୍ୟନୁକରଣ) — ଝୋଟ ବା ତୁଳରେ ନିଆଁ ଲାଗିଯିବାର ଶବ୍ଦ — The sound of jute or cotton catching fire
  • ଦେ. ଅ (ଧ୍ୱନ୍ୟନୁକରଣ) — କାଠି ଓ କୁଟା ଆଦି ଶୀଘ୍ର ଜଳି ଯିବା ପ୍ରକାରେ — Like the quick burning of straw and other inflamable articles
  • ଦେ. ଅ (ଧ୍ୱନ୍ୟନୁକରଣ) — ପତଳା କେଶଗୁଚ୍ଛ ପବନରେ ସ୍ନିଗ୍ଧ ଭାବରେ ଉଡ଼ିବା ପ୍ରକାରେ — Like the waving of a thin tuft of hair in the wind