ଫୁରସାଇବା Phurasāibā

  • ଦେ. କ୍ରି. — ଫୁରସିବା କ୍ରିୟାର ଣିଜନ୍ତ ରୂପ — The causative form of Phurasibā
  • ଦେ. କ୍ରି. — ଜଳ, ବାୟୁ ବା ଅଗ୍ନି ସାହାଯ୍ୟରେ ଚୂନ ବା ଅଫିମର ସଂହତି ପୃଥକ କରିବା — To slake (lime)