ଫୁଟ୍ବଲ୍ Phuṭ-bal

  • ବୈଦେ. ବି (ଇଂ) — ଗୋଡ଼ ଦ୍ୱାରା ଆଘାତ କରି ଖେଳାଯିବା ପେଣ୍ଡୁ — Football
  • ବୈଦେ. ବି (ଇଂ) — ଗୋଡ଼ରେ ପେଣ୍ଡୁ ବାଡ଼େଇ ଖେଳିବା ଖେଳ — The game of football