ଫୁଟ୍କି ମାରିବା

  • ଦେ. କ୍ରି — ପୁଟୀକୃତ କରତଳଦ୍ୱାରା ଦେହକୁ ଆଘାତ କରିବା।
  • ଦେ. କ୍ରି — ବୃଦ୍ଧା ଓ ମଧ୍ୟମାଙ୍ଗୁଷ୍ଠଦ୍ୱାରା ଶବ୍ଦ କରିବା।