ଫୁଟ୍ ଫୁଟ୍ Phuṭ Phuṭ

  • ଦେ ଅ (ଧ୍ୱନ୍ୟନୁକରଣ) — ଭାତ ଫୁଟିବାର ଶବ୍ଦ — The sound of rice while boiling
  • ବି. (ସଂ. ସ୍ଫୁଟ) — ଦେହରେ ବିନ୍ଦୁ ବିନ୍ଦୁ ହୋଇ ଘିମିରି ଆଦି ବାହାରି ଯିବା; ବିରି ବିରି ହୋଇ ଫଳିଯିବା — The coming out of pimples on the body; tiny eruptions